ଅଷ୍ଟ୍ରେଲିଆର ଟ୍ରେଭର ବେଲିସ ପଞ୍ଜାବ କିଙ୍ଗ୍ସର ମୁଖ୍ୟ ପ୍ରଶିକ୍ଷକ

ଆଇପିଏଲ୍‌ ଦଳ ପଞ୍ଜାବ କିଙ୍ଗ୍ସ ଶୁକ୍ରବାର ଅଷ୍ଟ୍ରେଲିଆର ଟ୍ରେଭର ବେଲିସଙ୍କୁ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସେ ପୂର୍ବତନ ପ୍ରଶିକ୍ଷକ ଅନିଲ କୁମ୍ବଲେଙ୍କ ସ୍ଥାନ ନେବେ।

ବେଲିସ୍‌ଙ୍କ ପ୍ରଶିକ୍ଷଣରେ ଇଂଲଣ୍ଡ ୨୦୧୯ ବିଶ୍ବକପ୍‌ ବିଜେତା ହୋଇଥିଲା।  ୨୦୧୨ ଓ ୨୦୧୪ରେ ତାଙ୍କ ପ୍ରଶିକ୍ଷଣରେ କୋଲ୍‌କାତା ନାଇଟ୍‌ ରାଇଡର୍ସ  ଟ୍ରଫି ଜିତିଥିଲା।

Related Articles

Back to top button