
ଦେଶର ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ କେରଳରୁ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଥମ ଓ ଦ୍ୱିତୀୟ ଭଳି ତୃତୀୟ ମଙ୍କିପକ୍ସ ଆକ୍ରାନ୍ତ ଜଣଙ୍କ କେରଳର । ୩୫ ବର୍ଷୀୟ ବ୍ୟକ୍ତି ଜଣଙ୍କ କେରଳ ମଲ୍ଲାପୁରମର ହୋଇଥିବା ବେଳେ ଜୁଲାଇ ୬ ତାରିଖରେ ସେ ୟୁଏଇରୁ ଫେରିଥିଲେ । ତାଙ୍କୁ ଜର ହେବା ପରେ ମଞ୍ଜେରୀ ମେଡିକାଲ୍ କଲେଜରେ ୧୩ ତାରିଖରେ ଭର୍ତ୍ତି କରାଯାଇଥିଲା ।