ରାମୋଜୀ ରାଓଙ୍କର ପରଲୋକ

ରାମୋଜୀ ଗ୍ରୁପ୍ ର ଅଧ୍ୟକ୍ଷ ରାମୋଜୀ ରାଓଙ୍କର ପରଲୋକ । ତାଙ୍କର ଗତକାଲି ଠାରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲରେ ଆଜି ଭୋର 4ଟା 50ରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି ।

ତେଲୁଗୁ ସିନେମାରେ ଅଭିନୟ ପାଇଁ ସେ ଚାରିଟି ଫିଲ୍ମଫେୟାର ଆୱାର୍ଡ ସାଉଥ , ପାଞ୍ଚଟି ନନ୍ଦୀ ପୁରସ୍କାର ଏବଂ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ସାମ୍ବାଦିକତା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ 2016 ମସିହାରେ ତାଙ୍କୁ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ହୃଦୟ ଜନିତ ସମସ୍ୟା ହେତୁ ରାମୋଜି ରାଓଙ୍କର 8 ଜୁନ୍ 2024 ଦିନ ସକାଳେ ଦେହାନ୍ତ ହୋଇଥିଲା

Related Articles

Back to top button