ଜମ୍ମୁ-କଶ୍ମୀରର କଟରାରେ ୩.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ଜମ୍ମୁ:  ଜମ୍ମୁ-କଶ୍ମୀରରେ ଭୂମିକମ୍ପ। ଜମ୍ମୁ-କଶ୍ମୀର କଟରାରେ ୩.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।  ସୂଚନା ମୁତାବକ ଆଜି ସକାଳ ୭ଟା ୫୨ ମିନିଟ୍‌ରେ  କଟରାରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Related Articles

Back to top button