ଦିଲ୍ଲୀ-ଏନସିଆରରେ ୪.୬ ତୀବ୍ରତାର ଭୂମିକମ୍ପ

ଦିଲ୍ଲୀ-ଏନସିଆର ସମତେ ଉତ୍ତର ଭାରତର କେତେକ ଅଞ୍ଚଳରେ ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ୪.୬ ରହିଛି । ଭୂମିକମ୍ପା ଅପରାହ୍ନ ୨.୫୩ ମିନିଟରେ ହୋଇଥିବା ଜରୁରୀ ।

ନ୍ୟାସନାଲ ସେଣ୍ଟର ଅଫ ସିସ୍ମୋଲୋଜି ମୁତାବକ, ଭୂମିକମ୍ପ ମଙ୍ଗଳବାର ୩ ଅକ୍ଟୋବର ୨୦୨୩ ଅପରାହ୍ନ ୨ଟା ୨୫ ମିନିଟରେ ହୋଇଛି । ଏହାର କେନ୍ଦ୍ରସ୍ଥଳ ନେପାଳ ରହିଛି । ନେପାଳରେ ୬.୨ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ୧୦ କିମି ଗଭୀରତା ବୋଲି ଜଣାପଡିଛି । ଉତ୍ତରାଖଣ୍ଡ ନେପାଳ ସୀମାରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ଝଟକା ଅନୁଭୂତ ହୋଇଛି ।

Related Articles

Back to top button