ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ

ମ୍ୟାଲେରିଆରେ ଯିବନି ଜୀବନ । ଦ୍ୱିତୀୟ ମ୍ୟାଲେରିଆ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମିଳିଲା ଅନୁମୋଦନ । ସେରମ ଇନିଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ ଟିକା ଆର୨୧/ ମ୍ୟାଟ୍ରିକ୍ସ-ଏମକୁ ‘ହୁ’ର ମଞ୍ଜୁରୀ ମିଳିଛି । ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ୍ ଓ କ୍ଲିନିକାଲ ଟେଷ୍ଟ ଆଧାରରେ ଟୀକାକୁ ଗ୍ରୀନ ସିଗନାଲ ଦିଆଯାଇଥିବା ସେରମ ଇନିଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଏସଆଇଆଇ ଦ୍ୱାରା ଦ୍ୱାରା ବିକଶିତ ଏହି ଟୀକାର ୪ଟି ଦେଶରେ ସଫଳ ପରୀକ୍ଷଣ ହୋଇ ସାରିଛି ।

Related Articles

Back to top button