ଆସନ୍ତା ଜୁନ ମାସ ୪ ତାରିଖରେ ଗୁଗୁଲ ପେ ବନ୍ଦ ହେବାକୁ ଯାଉଛି ।

ବର୍ତମାନ ଗୁଗୁଲ ପେ କୁ ନେଇ ଏକ ବଡଖବର ସାମ୍ନାକୁ ଆସିଛି ।ଆସନ୍ତା ଜୁନ ମାସ ୪ ତାରିଖରେ ଗୁଗୁଲ ପେ ବନ୍ଦ ହେବାକୁ ଯାଉଛି । ଆଉ ଏହି ଖବର ଏବେ ଗୁଗୁଲ ପେ ବ୍ୟବହାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଗଲାଣି । ତେବେ ଗୁଗୁଲ ପେ ନିଜର ସେବା ବନ୍ଦ କରିବାକୁ ଯାଉଛି ସତ । କିନ୍ତୁ ଭାରତୀୟଙ୍କ ଉପରେ ଏହାର କୈାଣସି ପ୍ରଭାବ ପଡିବ ନାହିଁ । ଆସନ୍ତା ୪ ତୀରିଖରେ ଆମେରିକାରେ ଗୁଗୁଲ ପେ ତାର ସେବା ଉପରେ ରୋକ ଲଗାଇବାକୁ ଯାଉଛି । ଏବଂ କେବଳ ଭାରତ ଓ ସିଙ୍ଗାପୁରକୁ ଛାଡିଦେଲେ ଅନ୍ୟ ଦେଶ ମାନଙ୍କରେ ଗୁଗୁଲ ପେ ସଂମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯବ ।

Related Articles

Back to top button