ଜୟ ଯବାନ-ଜୟ କିଷାନ-ଜୟ ବିଜ୍ଞାନରେ ‘ଜୟ ଅନୁସନ୍ଧାନ’ ଯୋଡ଼ିଲେ ମୋଦି

ନୂଆଦିଲ୍ଲୀ : ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲ୍‌ କିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଶରେ ଜାରି ରହିଥିବା ଉନ୍ନତ ଗବେଷଣା ବିଷୟରେ କହିଛନ୍ତି। ପ୍ରଧାନମନ୍ତ୍ରୀ ଜୟ ଯବାନ-ଜୟ କିଷାନ-ଜୟ ବିଜ୍ଞାନରେ ଜୟ ଅନୁସନ୍ଧାନ ଯୋଡ଼ିଛନ୍ତି। ଆମେ ଡିଜିଟାଲ ଇଣ୍ଡିଆର ପଦକ୍ଷେପ ଦେଖୁଛୁ। ଦେଶରେ ଷ୍ଟାର୍ଟଅପ ବୃଦ୍ଧି ପାଇବାରେ ଲାଗିଛି। ଆମକୁ ଆମର ଦକ୍ଷତା ଉପରେ ବିଶ୍ୱାସ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Related Articles

Back to top button