ତେଲେଙ୍ଗାନାରେ ଦେଢ କୋଟି ଟଙ୍କାରେ ସଜେଇ ହୋଇଛନ୍ତି ଗଣେଶ

ୱାରଙ୍ଗଲ: ଦେଢ କୋଟି ଟଙ୍କାରେ ସଜେଇ ହୋଇଛନ୍ତି ଗଣେଶ। ସଂପୂର୍ଣ୍ଣ ଗଣେଶ ମଣ୍ତପଟି ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟରେ ସଜା ଯାଇଛି। ୧ କୋଟି ୫୦ ଲକ୍ଷ ଟଙ୍କାରେ ଏହି ମଣ୍ତପକୁ ସଜା ଯାଇଛି। ଏଦୃଶ୍ୟ ହେଉଛି ତେଲେଙ୍ଗାନାର ୱାରଙ୍ଗଲ ଅଞ୍ଚଳର। ୱାରଙ୍ଗଲର ବିନାୟକ ଟ୍ରଷ୍ଟ ଭବନ ପକ୍ଷରୁ ଏଭଳି ମେଢ କରାଯାଇଛି।

Related Articles

Back to top button