ଫଡନାଭିସ ଫୋନ ଟ୍ୟାପିଂ ମାମଲା ସିବିଆଇକୁ ହସ୍ତାନ୍ତର ହେବ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଫୋନ ଟ୍ୟାପିଂ ମାମଲାର ସିବିଆଇ ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଏଥିରେ ମୋହର ମାରିଛନ୍ତି । ସୂଚନାଯୋଗ୍ୟ, ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଲାଙ୍କ କାର୍ଯ୍ୟକାଳ ସମୟରେ ୨୦୧୯ରେ ଏହି ଅଭିଯୋଗ ଆସିଥିଲା । ସେ ଗୁପ୍ତଚର ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ବରିଷ୍ଠ ନେତା ଏବଂ ଅଧିକାରୀଙ୍କ ଫୋନ ଟ୍ୟାପିଂ କରାଯାଇଥିଲା । ଏଥିରେ ଅନେକ ଗୋପନୀୟ ତଥ୍ୟ ପଦାରେ ପଡିଥିଲା ।

Related Articles

Back to top button