ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ

ଆସନ୍ତା ନଭେମ୍ବର ୨୩ ନୁହେଁ ୨୫ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ । ନଭେମ୍ବର ୨୫ରେ ମତ ସାବ୍ୟସ୍ତ କରିବେ ଭୋଟର । ପୂର୍ବରୁ ନଭେମ୍ବର ୨୩ରେ ନିର୍ବାଚନ ନେଇ ଘୋଷଣା କରିଥିଲେ ନିର୍ବାଚନ କମିଶନ । ଗୋଟିଏ ପର୍ଯ୍ୟାୟରେ ରାଜସ୍ଥାନରେ ମତଦାନ ଗ୍ରହଣ କରାଯିବ ।

ଆସନ୍ତା ଡିସେମ୍ବର ୩ରେ ଅନ୍ୟ ୪ ରାଜ୍ୟ ସହ ରାଜସ୍ଥାନ ନିର୍ବାଚନ ଫଳାଫଳ ବାହାରିବ ।

Related Articles

Back to top button