ରାଜ୍ୟର ୧୨.୨୫ଲକ୍ଷ ପରିବାର ପାଖରେ ପକ୍କାଘର ନାହିଁ

ଭୁବନେଶ୍ୱର: ରାଜ୍ୟର ଗ୍ରାମାଂଚଳରେ ସମସ୍ତଙ୍କୁ ନିରାପଦ ବାସସ୍ଥାନ ଯୋଗାଇ ଦେବା ପାଇଁ ୨୦୧୪-୧୫ ଆର୍ଥିକ ବର୍ଷରୁ ଏପର୍ଯ୍ୟନ୍ତ ୩୧ଲକ୍ଷ ୨୮ହଜାର ୭୫୧ ପରିବାରକୁ ପକ୍କାଘର ଯୋଗାଇ ଦିଆଯାଇଛି । ମାତ୍ର ରାଜ୍ୟର ୧୨.୨୫ଲକ୍ଷ ପରିବାର ଏଭଳି ଅଛନ୍ତି ଯେଉଁମାନଙ୍କ ପାଖରେ ପକ୍କାଘର ନାହିଁ । ସେମାନେ ଏସଇସିସି ସର୍ଭେରୁ ବାଦ୍ ପଡ଼ିଛନ୍ତି ଓ କଚ୍ଚାଘରେ ରହୁଥିବା ନେଇ ଚିହ୍ନଟ କରାଯାଇଛି । ସେମାନଙ୍କୁ ପକ୍କାଘର ଯୋଗାଇ ଦେବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ସୂଚନା ଦେଇଛନ୍ତି ।

Related Articles

Back to top button