ହୀରାକୁଦରେ ଖୋଲିଲା ଆଉ ୩ ଗେଟ୍‌

ମୋଟ୍‌ ୮ଟି ଗେଟ୍‌ ଦେଇ ଏବେ ଜଳ ନିଷ୍କାସନ ହେଉଛି

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବାରୁ ହୀରାକୁଦ ଡ୍ୟାମର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ଗୁରୁବାର ୩ଟି ଗେଟ୍‌ ଖୋଲାଯାଇଛି। ପୂର୍ବରୁ ୫ଟି ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ଆଉ ୩ଟି ଗେଟ୍‌ ଖୋଲାଯାଇଛି। ମୋଟ୍‌ ୮ଟି ଗେଟ୍‌ ଦେଇ ଏବେ ଜଳ ନିଷ୍କାସନ ହେଉଛି।

Related Articles

Back to top button