୬ବର୍ଷ ପରେ ଗର୍ଜନ ପାହାଡ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ବିରଳ କଳା ବାଘ ଠାବ

୬ବର୍ଷ ପରେ ବିରଳ କଳା ବାଘକୁ ବନ ବିଭାଗ କ୍ୟାମେରା ଠାବ କରିଛି । ସୁନ୍ଦରଗଡ ଜିଲ୍ଲା ହେମଗିରି ଫରେଷ୍ଟ ରେଞ୍ଜର ଗର୍ଜନ ପାହାଡ ଫରେଷ୍ଟ ରେଞ୍ଜର ଜଙ୍ଗଲରେ ଏହି ବିରଳ କଳା ବାଘ ଠାବ ହୋଇଛି । ୨୦୧୮ ମସିହାରେ ଏହି ବାଘକୁ ଠାବ କରିଥିଲା ବନ ବିଭାଗର କ୍ୟାମେରା । ଏହାପରଠାରୁ ଆଉ ଏଭଳି ବାଘ ଦେଖିବାକୁ ମିଳିନଥିଲା । କଳା ବାଘ ସମେତ ଅନେକ ପ୍ରକାରର ଦୁର୍ଲଭ ଜୀବଜନ୍ତୁ ଏହି କ୍ୟାମେରାରେ ଟ୍ରାପ ହୋଇଥିବା ସୁନ୍ଦରଗଡ ଡିଏଫଓ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି ।

Related Articles

Back to top button