ନୂଆଖାଇରେ ବ୍ୟାଙ୍କ ଛୁଟି

ଭୁବନେଶ୍ବର: ଚଳିତ ବର୍ଷ ନୂଆଖାଇରେ ବ୍ୟାଙ୍କ ଛୁଟି ରହିବ। ଏହାସହିତ ସମସ୍ତ ଆର୍ଥିକ କାରବାର ସଂସ୍ଥା ବି ବନ୍ଦ ରହିବ। ସେପ୍ଟେମ୍ବର ୧ରେ ନୂଆଖାଇ ପଡୁଥିବାରୁ ବ୍ୟାଙ୍କ ସମେତ ସବୁ ଆର୍ଥିକ କାରବାର ସଂସ୍ଥା ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ବ୍ୟାଙ୍କ ସମେତ ଅନ୍ୟ ବିତ୍ତିୟ ସଂସ୍ଥା ନୂଆଖାଇରେ ବନ୍ଦ ରଖାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ରାଜ୍ୟରେ ବ୍ୟାଙ୍କ ବନ୍ଦ ରଖାଯିବାକୁ ରାଜସ୍ବ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।

ପଶ୍ଚିମ ଓଡିଶାର ଗଣପର୍ବକୁ ଆଖିରେ ରଖି ବନ୍ଦ ରହିବ ବ୍ୟାଙ୍କ। ରାଜ୍ୟ ରାଜସ୍ୱ ବିଭାଗ ଏହି ବଡ ଘୋଷଣା କରିଛି। ବ୍ୟାଙ୍କ ଏବଂ ଅନ୍ୟ ବିତ୍ତୀୟ ସଂସ୍ଥାନ ଏହି ଦିନ ବନ୍ଦ ରହିବ। ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ନୂଆଁଖାଇ ପର୍ବ ରହିଛି, ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥାନ ବନ୍ଦ ଘୋଷଣା କରାଯାଇଛି।

Related Articles

Back to top button