ବିଜେପି ଦେଖୁଛି ଦିବାସ୍ବପ୍ନ : ନବୀନ ପଟ୍ଟନାୟକ

ଓଡ଼ିଶାରେ ବିଜେପିର  ସରକାର ଗଢିବା ଦୃଢୋକ୍ତିକୁ ଦିବା ସ୍ୱପ୍ନ କହିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ମୋଦୀଙ୍କ ମନ୍ତବ୍ୟ ପରେ ଭିଡ଼ିଓ ଜାରି କରି ତାତ୍ସଲ୍ୟ କଲେ ମୁଖ୍ୟମନ୍ତ୍ରୀ। ଖଡିଆଳ ନିର୍ବାଚନ ପ୍ରଚାରରେ ଥିବାବେଳେ ବିମାନରୁ ଭିଡ଼ିଓ ଜାରି କରି ନବୀନ କହିଛନ୍ତି ଯେ ବିଜେପି ଦିନରେ ସ୍ୱପ୍ନ ଦେଖୁଛି। ବିମାନରେ ଯିବା ବେଳେ ୫ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ ଯେ ଏଥର ରାଜ୍ୟରେ ବିଜେପି ସରକାର ଗଢିବ ବୋଲି କହୁଛନ୍ତି। ଏହାର ଜାବବରେ ମୁଖ୍ୟମନ୍ତ୍ରୀ କହିଥିଲେ ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖିଛନ୍ତି।

Related Articles

Back to top button