
୨୩ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବ ଲଘୁଚାପ
ସୂଚନା ମିଳିଛି ଯେ, ଆସନ୍ତା ୨୩ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ହେବାର ସମ୍ଭାବନା ରହିଛି । ତେବେ ଏଥର ଦୂର୍ଗା ପୂଜାକୁ ଲଘୁଚାପ ଭସାଇବ ବୋଲି ଆଶଙ୍କା ରହିଛି । ପ୍ରତ୍ୟେକ ବର୍ଷ ଦୂର୍ଗା ପୂଜାରେ ଘୁର୍ଣ୍ଣିବଳୟ, ବାତ୍ୟା କିମ୍ବା ଲଘୁଚାପ ସୃଷ୍ଟି ହେଲା ଭଳି, ଏଥର ବି ଦୂର୍ଗା ପୂଜାରେ ଲଘୂଚାପ ହେବବୋଲି ପୂର୍ବାନୁମାନ କରାଯାଇଛି ।