ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ଥିବା ଉଷା ଶୋରୁମରେ ଅଗ୍ନିକାଣ୍ଡ: ନିଆଁ ଲିଭାଉଛନ୍ତି ୪ ଦମକଳ ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ଅଗ୍ନିକାଣ୍ଡ। ଉଷା ସୋରୁମ୍‌ରେ ଲାଗିଲା ନିଆଁ। ନିଆଁ ଲିଭାଇବା ପାଇଁ ୪ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି।

Related Articles

Back to top button