ASO ପରୀକ୍ଷା ସ୍ଥଗିତ, ରାଜ୍ୟରେ ବନ୍ୟାସ୍ଥିତିକୁ ଦେଖି ନିଷ୍ପତ୍ତି

ଭୁବନେଶ୍ୱର: ASO ପରୀକ୍ଷା ସ୍ଥଗିତ । ଆସନ୍ତା ୨୧ ତାରିଖରେ ହେବାକୁ ଥିବା ASO ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ରାଜ୍ୟରେ ବନ୍ୟା ସ୍ଥିତିକୁ ଦେଖି ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ସେହିପରି ଓପିଏସସିର ପରବର୍ତ୍ତୀ ବିଜ୍ଞପ୍ତିରେ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ଖୁବ୍ ଶୀଘ୍ର ପରବର୍ତ୍ତୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

Related Articles

Back to top button