‘ଛେରାପହଁରା’ ହେଲା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଦୀର୍ଘ ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ ପରେ ତିନି ରଥରେ ବିରାଜମାନ କରିଛନ୍ତି। ଅନ୍ୟପଟେ, ଆରମ୍ଭ ହୋଇଛି ରଥଯାତ୍ରାର ଆକର୍ଷଣୀୟ ପରମ୍ପରା ଛେରାପହଁରା। ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା ନୀତି କରୁଛନ୍ତି। ସୁବର୍ଣ୍ଣଚାମର ଧରି ପ୍ରଥମେ ତାଳଧ୍ୱଜ ରଥର ଛେରାପହଁରା କରୁଛନ୍ତି ଗଜପତି।

Related Articles

Back to top button