ପୁରୀରେ ଦୁଇଦିନ ବନ୍ଦ ରହିବ ସ୍କୁଲ
ପୁରୀ: ଲଗାଣ ବର୍ଷା ପାଇଁ ପୁରୀ ଜିଲ୍ଲାରେ ଅନେକ ଗାଁ ଏବେ ପାଣି ଘେରରେ ରହିଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକେ ସମସ୍ୟା ଘେରରେ ଥିବାରୁ ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଅର୍ଥାତ ଅଗଷ୍ଟ ୨୨ ଓ ୨୩ ତାରିଖ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍କୁଲଗୁଡ଼ିକ ବନ୍ଦ ରହିବ।
In view of the flood situation, all the schools (both Govt. and Private) in the blocks of Gop, Nimapara, Kanas & Delang shall remain closed on 22/08/22 and 23/08/22.#MoPuri pic.twitter.com/ZZ6DuK4op7
— PuriOfficial (@Puri_Official) August 21, 2022