ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ

ବଜେଟ୍‌ ଆଲୋଚନା ବିରତି ପାଇଁ ଜୁଲାଇ ୭ରୁ ୧୨ ଯାଏ ବିଧାନସଭା ସାମୟିକ ଭାବେ ବନ୍ଦ ରହିବ

ଭୁବନେଶ୍ୱର: ଚଳିତ ମୌସୁମୀ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୁଧବାର ଶେଷ ହୋଇଛି। ବଜେଟ୍‌ ଆଲୋଚନା ବିରତି ପାଇଁ ଜୁଲାଇ ୭ରୁ ୧୨ ଯାଏ ବିଧାନସଭା ସାମୟିକ ଭାବେ ବନ୍ଦ ରହିବ। ଆସନ୍ତା ୧୨ରୁ ଅଧିବେଶନରା ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ସୂଚନାଯୋଗ୍ୟ, ଏହି ଅଧିବେଶନ ଜୁଲାଇ ୨ରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୨୪ ଯାଏ ଚାଲିବ। ଏଥିରେ ମୋଟ ୨୪ଟି କାର୍ଯ୍ୟଦିବସ ରହିଛି।

Related Articles

Back to top button