ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ ଆରମ୍ଭ

ଓଡ଼ିଶାରେ ବାର ମାସରେ ୧୩ ପର୍ବର ପରଂପରା ରହିଆସିଛି । ଏହାରି ମଧ୍ୟରେ ଗଞ୍ଜାମ ଭୁଲିନି ନିଜର ପରମ୍ପରା ଏବଂ ସଂସ୍କୃତି । ବର୍ତ୍ତମାନ ଗଞ୍ଜାମର ପାରମ୍ପରିକ ଦଣ୍ଡନାଚ ଆରମ୍ଭ ହୋଇଛି । ୨୧ ଦିନ ଗାଁ ଗାଁ ବୁଲି ଭୋଗ ଖାଇବେ ଦଣ୍ଡକାଳୀ । ମାନସିକ ବ୍ରତଧାରୀ ୨୧ ଦିନ ଧରି ବ୍ରତ ପାଳନ କରିବେ । ଦିନରେ ଧୂଳିଦଣ୍ଡ, ପାଣିଦଣ୍ଡ ଅନୁଷ୍ଠିତ ହେବ । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Related Articles

Back to top button