ଦ୍ୱୀତିୟ ଥର ପାଇଁ ମା ହୋଇଛି ସିଂହୀ ରେୱା

ନନ୍ଦନକାନନକୁ ଆସିଲା ଖୁସି ଖବର । ଦ୍ୱୀତିୟ ଥର ପାଇଁ ମା ହୋଇଛି ସିଂହୀ ରେୱା । ପ୍ରାୟ ୧୦୦ ଦିନ ପୂର୍ବରୁ କମଳା ନେହେରୁ ପ୍ରାଣୀ ସଂଗ୍ରହାଳୟରୁ ଆସିଥିବା ସିଂହୀ ରେଓା୍ୱ ସହିତ ନନ୍ଦନକାନନରେ ଜନ୍ମିତ ସିଂହ ଜିତ୍ ର ମିଳନ କରାଯାଇଥିଲା । ଏବଂ ୨୦୨୩ ଜାନୁଆରୀ ୧୦ ରେ ସିଂହୀ ରେୱା ୪ଟି ଶାବକ ଜନ୍ମ ଦେଇଥିଲା । ଆଉ ଏବେ ଦ୍ୱିତୀୟ ଥର ପାଇଁ ମା ହେବାକୁ ଯାଉଛି ସିଂହୀ ରେୱା । ସୂଚନା ଅନୁସାରେ ରେୱା ପ୍ରଥମେ ତାର ଶାବକମାନଙ୍କର ଠିକରେ ଯତ୍ନ ନେଇପାରିନଥିଲା । ଏବଂ ତାର ଦୁଇ ଶାବକକୁ ମାରିଦେଇଥିଲା । ସେଥିପାଇଁ ଏବେ ପ୍ରାଣୀ ଚିକିତ୍ସକମାନେ ରେୱା ଉପରେ ଅଧିକ ଧ୍ୟାନ ଦିଆଯାଇଛି । ଏବଂ ଦରକାରୀ ଭିଚାମିନ ଖାଇବା ସହିତ ପ୍ରତିଶୋଧକ ଟିକା ନେଉଛି ରେୱା । ଏହା ସିସିଟିଭି କ୍ୟାମେରାରେ ସିଂହୀ ରେଓା୍ୱ ଉପରେ ନଜର ରଖାଯାଇଛି ।

Related Articles

Back to top button