ଆଜି ୧୨ ଘଣ୍ଟା ବନ୍ଦ ରହିବ ମା’ ତାରିଣୀଙ୍କ ଦର୍ଶନ

କେନ୍ଦୁଝର: ଶ୍ରଦ୍ଧାଳୁଙ୍କ ପାଇଁ ଗୁରୁବାର ମା’ ତାରିଣୀଙ୍କ ଦର୍ଶନ ବନ୍ଦ ରହିବ ।  ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଷାଢୀ ପର୍ବ ପାଇଁ ଦୀର୍ଘ ୧୨ ଘଣ୍ଟା କାଳ ବନ୍ଦ ରହିବ ସାଧାରଣ ଦର୍ଶନ ।

Related Articles

Back to top button