ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ୨ ପଦକ: ରୌପ୍ୟ ଜିତିଲେ ସୁଶିଳା ଦେବୀ, ବିଜୟ ଯାଦବଙ୍କୁ ବ୍ରୋଞ୍ଜ

Fans go crazy as Indian Judoka duo of Shushila Devi, Vijay Yadav bag medals at CWG 2022

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ସୋମବାର ଆଉ ୨ଟି ପଦକ ଜିତିଛି । ଜୁଡୋରେ ଭାରତ ଏହି ୨ଟି ପଦକ ଜିତିଛି । ୪୮ କେଜି ବର୍ଗରେ ସୁଶିଳା ଦେବୀ ରୌପ୍ୟ ପଦକ ଜିତିଥିବା​ବେଳେ ୬୦କେଜି ବର୍ଗରେ ବିଜୟ କୁମାର ଯାଦବ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଏଥିସହ ଭାରତର ମୋଟ ପଦକ ସଂଖ୍ୟା ୮କୁ ବୃଦ୍ଧି ପାଇଛି।

Related Articles

Back to top button