ସଡ଼କ ଦୁର୍ଘଟଣାରେ ପୂର୍ବତନ ଅମ୍ପାୟାର ରୁଡି କର୍ଟଜନଙ୍କ ପରଲୋକ

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟ ଅମ୍ପାୟାର ରୁଡି କର୍ଟଜନଙ୍କର ପରଲୋକ। ଆଜି(ଅଗଷ୍ଟ ୯) ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳେକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ରିପୋର୍ଟ ଅନୁସାରେ ରିଭରଡାଲେ ଠାରୁ ଘଟିଥିବା ଦୁର୍ଘଟଣାରେ କର୍ଟଜନଙ୍କ ସମେତ ଅନ୍ୟ ୩ ଜଣଙ୍କର ବି ମୃତ୍ୟୁ ହୋଇଛି।

Related Articles

Back to top button