ସୁପର କପ୍ ଟାଇଟଲ୍ ଜିତିଲା ଓଡିଶା ଏଫସି

କେରଳ: ସୁପର କପ୍ ଫାଇନାଲରେ ଶକ୍ତିଶାଳୀ ବାଙ୍ଗଲୋର ଏଫ୍‌ସିକୁ ୨-୧ରେ ପରାସ୍ତ କରି ପ୍ରଥମ ଟ୍ରଫି ଜିତିଛି ଓଡ଼ିଶା ଏଫ୍‌ସି।

ମଙ୍ଗଳବାର କେରଳର ଇଏମ୍ଏସ୍ ଷ୍ଟାଡିୟମ କୋଝିକୋଡରେ ଖେଳାଯାଇଥିବା ମ୍ୟାଚ୍‌ରେ ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ତେବେ ପ୍ରଥମାର୍ଦ୍ଧରେ ଓଡ଼ିଶା ଏଫ୍‌ସିର ପ୍ରାଧାନ୍ୟ ବିସ୍ତାର କରିଥିଲା ଏବଂ ଦଇଟି ଗୋଲ୍ ଦେଇ ଆଗୁଆ ରହିଥିଲା । ବାଙ୍ଗଲୋର ଏଫ୍‌ସି ପାଇଁ ଅଧିନାୟକ ୮୫ ତମ ମିନିଟ୍‌ରେ ଏକମାତ୍ର ଗୋଲ୍ କରିଥିଲେ । ଯାହା ଓଡ଼ିଶା ଏଫ୍‌ସିକୁ ରୋକିବାକୁ ପର୍ଯ୍ୟାପ୍ତ ହୋଇ ନଥିଲା ।

Related Articles

Back to top button