ଏମିତି ମଣିଷଟିଏ – ଝୋଟର ରାଣୀ ମାନସୀ ପୃଷ୍ଟି | Manasi Prusti

ଝୋଟର ରାଣୀ ମାନସୀ ପୃଷ୍ଟି

Emiti Manisha Tie ( Episode-1 ) | Manasi Prusti ( Omm Gayatri Jute Cluster )

ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ସାଜିଛନ୍ତି ଯଥାର୍ଥ ଉଦାହରଣ। ୪୦୦ରୁ ଅଧିକ ମହିଳାଙ୍କୁ ଯୋଗାଇ ଦେଇଛନ୍ତି ଜୀବିକା। ହସ୍ତଶିଳ୍ପ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହ ପ୍ରତିଷ୍ଠା କରିଛନ୍ତି ସଂସ୍ଥା ‘ଓମ୍ ଗାୟତ୍ରୀ ଜୁଟ୍ କ୍ଲଷ୍ଟର’। ଓଡ଼ିଶା ହସ୍ତଶିଳ୍ପ ଜଗତର ପରିଚିତ ନାମ, ”ଝୋଟର ରାଣୀ ମାନସୀ ପୃଷ୍ଟି”।

ରଚନା : ହିମାଂଶୁ ଓଝା

କ୍ରିଏଟିଭ ହେଡ଼: ଏମ. କୁମାର

ମୁଖ୍ୟ ପରାମର୍ଶଦାତା: ବିପିନ ବିହାରୀ ସାହୁ

ସହଯୋଗୀ ନିର୍ଦ୍ଦେଶନା : ଶଶିକାନ୍ତ

ପ୍ରଡକ୍ସନ ଡିଜାଇନର: ସନ୍ତୋଷ ନାୟକ ( ଭିକି )

କ୍ୟାମେରା ହେଡ଼ : ସୁଶାନ୍ତ ବାରିକ

କ୍ୟାମେରା : ନିର୍ମଳ ସେଠୀ

ଶବ୍ଦ : ନିର୍ମଳ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ପରିକଳ୍ପନା: ଇଂ. ଦିଲୀପ ପଟ୍ଟନାୟକ

ବର୍ଣ୍ଣନା ଓ ନିର୍ଦ୍ଦେଶନା : ମାନସ ପରିଡା

ଓଡିଶାକୁ ଆଜି ବିଶ୍ଵଦରବାରରେ ପହଞ୍ଚେଇବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି , ସେମାନଙ୍କୁ ଆମେ ପରିଚିତ କରାଇବୁ ଆମର ଏହି ପ୍ଲାଟଫର୍ମ ମାଧ୍ୟମରେ। ତାଙ୍କ ଆତ୍ମଜୀବନୀ ନିଶ୍ଚିତଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ। ବଣ ମଲ୍ଲି ବଣରେ ଫୁଟି ଝଡି ଯିବା ପାଇଁ ନୁହେଁ ବରଂ ତାର ସୁଗନ୍ଧ ସମସ୍ତଙ୍କ ନିକଟରେ ପହଞ୍ଚେଇବା ପାଇଁ ‘ ଅଭିଗମ ଟିଭି ତାର ପ୍ରଚେଷ୍ଟା ଜାରି ରଖିବ ତାର ଏହି କାର୍ଯ୍ୟକ୍ରମରେ। ଯାହାର ନାଁ ‘ଏମିତି ମଣିଷଟିଏ ‘। ଆପଣମାନଙ୍କ ମୂଲ୍ୟବାନ ମତାମତ ଆମ ପାଇଁ ସ୍ନେହ , ଶ୍ରଦ୍ଧା ଆଉ ଆଶୀର୍ବାଦ। ଧନ୍ୟବାଦ।

Related Articles

Back to top button