କହିହେଉନି କି ସହିହେଉନି | ଅଧ୍ୟାୟ-୩ | ବିବାହ ପ୍ରସ୍ତାବ

ହାସ୍ୟ କଳାକାର ରଞ୍ଜନ ସାମଲ

ଦୈନନ୍ଦିନ ଜୀବନର ବ୍ୟସ୍ତତା ଭିତରେ ମଣିଷ ବଞ୍ଚିବା ପାଇଁ ଅହରହ ସଂଗ୍ରାମ କରୁଛି। ସୁଖ ପାଇବା ଆଶାରେ ହାତ ପାହାନ୍ତାରେ ଥିବା ଛୋଟ ଛୋଟ ଖୁସିକୁ ହରେଇ ବସୁଛି ନିଜ ଅଜାଣତରେ। ସେଇମାନଙ୍କ ଜୀବନରେ ମୂଲ୍ୟବାନ ଖୁସି ଟିକକ ଆଣିବା ପାଇଁ ଅଭିଗମ ଟିଭିର ଏକ ସୁନ୍ଦର ପ୍ରୟାସ ” କହିହେଉନି କି ସହିହେଉନି ”। ଆପଣଙ୍କର ଭଲପାଇବା ଓ ଆଶୀର୍ବାଦ ମିଳିଲେ ଆମେ ଆହୁରି ଭଲ ଭଲ କାର୍ଯ୍ୟକ୍ରମ ମାନ ଭେଟି ଦେବୁ ବୋଲି ଆମେ ଆଶା ରଖିଛୁ। ଧନ୍ୟବାଦ।

Related Articles

Back to top button