କହିବି କାହାକୁ ଶୁଣିବା କିଏ – ସହି ହେଉ ନାହିଁ ଭୋକର ଦାଉ | Dillip Pattnayak

କହିବି କାହାକୁ ଶୁଣିବା କିଏ – ସହି ହେଉ ନାହିଁ ଭୋକର ଦାଉ

Kahibi Kahaku Suniba Kie (EP – 1) Sahi Heu Nahin Bhokara Dau

 

ବିପଦ-ଆପଦ ବେଳେ ଦୁଃଖ ଦୂର କରେ, ଛାଇ ଭଳି ଠିଆ ହୁଏ; ବାସ୍ତବ ଜୀବନର ପ୍ରେରଣାଦାୟକ କାହାଣୀ ‘କହିବି କାହାକୁ ଶୁଣିବ କିଏ ‘ | ବାସ୍ତବ ଜୀବନର ଘଟଣାବଳୀକୁ ନେଇ ମଣିଷ ଚିନ୍ତିତ ସବୁବେଳେ, ସବୁସମୟରେ | ଦୁଃଖ ବା ବିଷାଦ ବଢିଗଲେ କେହି କେହି ଭୁଲ ରାସ୍ତା ମଧ୍ୟ ବାଛି ନିଅନ୍ତି | ସେହି ବିଷାଦଗ୍ରସ୍ଥ ଓ ପଥଭ୍ରଷ୍ଟ ମଣିଷମାନଙ୍କ ପାଇଁ ଆମର ଏହି କାର୍ଯ୍ୟକ୍ରମ ସଂଜୀବନୀ ପାଲଟିବ | ଖାଲି ସେତିକି ନୁହେଁ ଏହି କାର୍ଯ୍ୟକ୍ରମ ସମସ୍ତ ବର୍ଗର ଲୋକମାନଙ୍କ ପାଇଁ ଉଦିଷ୍ଟ | ଶିକ୍ଷଣୀୟ କଥା, ପ୍ରେରଣାଦାୟକ କାହାଣୀ ଯାହାର ନାଁ ”କହିବି କାହାକୁ ଶୁଣିବ କିଏ ‘ | ଆପଣ ମାନଙ୍କ ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେନି | ଧନ୍ୟବାଦ

  • କାହାଣୀ ଓ ଉପସ୍ଥାପନା : ଇଂ. ଦିଲ୍ଲୀପ ପଟ୍ଟନାୟକ
  • କ୍ରିଏଟିଭ ହେଡ଼ : ମାନସ କୁମାର
  • ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ
  • କ୍ୟାମେରା : ସୁଶାନ୍ତ, ନିର୍ମ
  • ଶବ୍ଦ : ନିର୍ମଳ
  • ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ

 

ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।

Please Like, Share and Subscribe to Abhigam TV YouTube channel.

Related Articles

Back to top button