କିଛି ସ୍ମୃତି କିଛି ଅନୁଭୂତି – ଓଡିଶା ପାଇଁ ଗୌରବ ସୁନାରାମ ବେଶ୍ରା | Sunaram Beshra

‘କିଛି ସ୍ମୃତି କିଛି ଅନୁଭୂତି’ | ଅଧ୍ୟାୟ-୧ | ଓଡିଶା ପାଇଁ ଗୌରବ ସୁନାରାମ ବେଶ୍ରା

ଜନଜାତି କଳାକାର ସୁନାରାମ ବେଶ୍ରା ଏକ ଚର୍ଚ୍ଚିତ ନାମ। ଜନଜାତି ଗୌରବ ଦିବସ ଅବସରରେ ଓଡ଼ିଶାର ଏକ ଅଖ୍ୟାତ ପଲ୍ଲୀରୁ ଦିଲ୍ଲୀ ଅଭିମୁଖେ କେମିତି ଆଉ କାହିଁକି ଯାତ୍ରା କରିଥିଲେ , ଆସନ୍ତୁ ଜାଣିବା ତାଙ୍କରି ମୁହଁରୁ। କିଛି କଥା କିଛି ବ୍ୟଥା ବଖାଣିବେ ଆମର ଅତିଥି, ଦର୍ଶକମାନଙ୍କ ପାଇଁ ନେଇଆସିଛୁ ‘କିଛି ସ୍ମୃତି କିଛି ଅନୁଭୂତି’।

କ୍ରିଏଟିଭ ହେଡ଼ : ମାନସ କୁମାର

ଅତିଥି : ଜନଜାତି କଳାକାର ସୁନାରାମ ବେଶ୍ରା

ଉପସ୍ଥାପନା : ଇଂ. ଦିଲ୍ଲୀପ ପଟ୍ଟନାୟକ

କ୍ୟାମେରା ଓ ଶବ୍ଦ : ଏମ କୁମାର

ମୁଖ୍ୟ ପରାମର୍ଶଦାତା : ବିପିନ ବିହାରୀ ସାହୁ

ପୋଷ୍ଟ -ପ୍ରଡକ୍ସନ : ଏସ. ଏମ. କ୍ରିଏସନ, ଭୁବନେଶ୍ୱର

ପରିକଳ୍ପନା ଓ ନିର୍ଦ୍ଦେଶନା : ମାନସ ପରିଡା

ଓଡିଶାର କଳା, ସଂସ୍କୃତିକୁ ଆଗେଇନେବା ପାଇଁ ଯେଉଁମାନଙ୍କ ଅବଦାନ ରହିଛି , ସେମାନଙ୍କୁ ଆମେ ଅତିଥି ଭାବେ ପାଇ ତାଙ୍କ ସହ ସିଧା ସଳଖ କଥା ହେବୁ , ଆମର କାର୍ଯ୍ୟକ୍ରମରେଧନ୍ୟବାଦ। ଯାହାର ନାଁ ‘କିଛି ସ୍ମୃତି କିଛି ଅନୁଭୂତି’। ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ। ଧନ୍ୟବାଦ।

Please Like, Share and Subscribe to Abhigam TV YouTube channel. This will encourage us.

Related Articles

Back to top button