
ଜାପାନରେ ଭୂମିକମ୍ପ : ୨୪ ଜଣ ମୃତ
ଜାପାନରେ ଶକ୍ତିଶାଳୀ ଭୂମିକମ୍ପରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ୧.୦୧.୨୦୨୪ରେ ଅନୁଭୂତ ହୋଇଥିବା ଜାପାନରେ ଏଯାଏଁ ୧୫୫ ଥର ଭୂମିକମ୍ପ ଘଟିଛି। ଶକ୍ତିଶାଳୀ ଭୂକମ୍ପ ଝଟକା ପରେ ଜାପାନ ସରକାର ସୁନାମୀ ଆଲର୍ଟ ଜାରି କରିଛନ୍ତି। ୭.୫ ତୀବ୍ରତାର ଭୂମିକମ୍ପରେ ଅନେକ କ୍ଷୟକ୍ଷତି ଘଟିଛି। ବଡ ବଡ କୋଠା, ରାସ୍ତା, କାର୍ ଆଦି କ୍ଷୟକ୍ଷତି ଘଟିଛି।ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବର୍ତ୍ତମାନ ପର୍ୟ୍ୟନ୍ତ ସେମାନଙ୍କ ଘରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।