୬୪୦ କୋଟିର ଘର କିଣିଲେ ମୁକେଶ ଅମ୍ବାନି

ଦୁବାଇ: ୬୪୦ କୋଟିର ଘର କିଣିଲେ ମୁକେଶ ଅମ୍ବାନି। ଦୁବାଇରେ ଏହି ବିଳାସପୂର୍ଣ୍ଣ ଘର କିଣିଛନ୍ତି ଅମ୍ବାନି।  ଏହାଏକ ସୁମଦ୍ର କୂଳବର୍ତ୍ତୀ ଭିଲ୍ଲା। ଏହା ସେହି ସହରର ସବୁଠୁ ବଡ ରେନ୍ସିଡେନ୍ସିଆଲ  ପ୍ରପର୍ଟି ଡିଲ ବୋଲି  ପ୍ରକ୍ରିୟା ସହିତ ଜଡିତ ଜଣେ ବ୍ୟକ୍ତି କହିଛନ୍ତି।

ଏହି ପ୍ରପର୍ଟି ପାମ୍‌ ଜୁମେରାରେ ଅବସ୍ଥିତ ଥିବା ବେଳେ ମୁକେଶ ତାଙ୍କ ସାନ ପୁଅ ଅନନ୍ତଙ୍କ ଲାଗି ଏହି ଘର କିଣିଥିବା କୁହାଯାଉଛି।  ଏହି ଭିଲ୍ଲାରେ  ୧୦ ବେଡରୁମ୍‌, ଏକ ପ୍ରାଇଭେଟ ସ୍ପା, ଇଣ୍ଡୋରଆଉଟଡୋର ପୋଲ୍‌ ରହିଛି।  ଜିମ୍‌ ପାଇଁ ଅଲଗା ସ୍ଥାନ ଏବଂ ପ୍ରାଇଭେଟ୍‌ ଥିଏଟର ରହିଛି।  ତେବେ ଏଠାରେ ଅନନ୍ତ ଅମ୍ବାନିଙ୍କ ପଡୋଶୀ ଡେଭିଡ୍‌ ବେକହାମ ଏବଂ  ଶାହରୁଖ ଖାନ୍‌ ହେବେ।

Related Articles

Back to top button