ଦେଶ
-
ଆଜିଠୁ ସିଏନଜି ଓ ଏଲପିଜି ଦର, ଟ୍ରେନ ଟାଇମିଂ, ପେନସନ ଲାଇଫ୍ ସାର୍ଟିଫିକେଟ, ବ୍ୟାଙ୍କିଂ ନେଣଦେଣ, ଇନ୍ସ୍ୟୁରାନ୍ସ ଆଦି କ୍ଷେତ୍ରରେ ନିୟମରେ ହେବ ପରିବର୍ତ୍ତନ
ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରତ୍ୟେକ ମାସ ଆରମ୍ଭରୁ କିଛି ନୂଆ ନିୟମ ଲାଗୁ ହୋଇଥାଏ । ଏପରି ସ୍ଥଳେ ଡିସେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଥିବା ନିୟମ…
Read More » -
୬.୩ ହାରକୁ ଖସିଲା ଭାରତର ଅର୍ଥନୀତି ଅଭିବୃଦ୍ଧି ହାର
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକ ଜୁଲାଇ-ସେପ୍ଟମ୍ବରରେ ଭାରତର ଅର୍ଥନୀତି ୬.୩ ହାରରେ ଅଭିବୃଦ୍ଧି କରିଛି। ଯାହା ଗତ ବର୍ଷ ସମାନ ସମୟରେ ୮.୪ ପ୍ରତିଶତ…
Read More » -
ସମୁଦ୍ରସୀମାର ନିରୀକ୍ଷଣ ଲାଗି ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ମିଳିଲା ଆଡଭାନ୍ସ ଲାଇଟ୍ ହେଲିକପ୍ଟର ସ୍କ୍ୱାଡ୍ରନ
ଚେନ୍ନାଇ: ଭାରତର ସମୁଦ୍ରସୀମାର ନିରିକ୍ଷଣକୁ ଅଧିକ ମଜଭୁତ କରିବା ଲାଗି ଇଣ୍ଡିଆନ କୋଷ୍ଟାଲ ଗାର୍ଡକୁ ଗୁରୁବାର ନୂଆ ଅସ୍ତ୍ର ମିଳିଛି। ଆଡଭାନ୍ସ ଡ୍ ଲାଇଟ ହେଲିକପ୍ଟର(ଏଏଲଏଚ୍) ଏମକେ-୩…
Read More » -
ବଳାତ୍କାରୀଙ୍କୁ ମୁକ୍ତ କରାଯିବା ପ୍ରତିବାଦରେ ସୁପ୍ରିମକୋର୍ଟରେ ୨ଟି ଆବେଦନ ଦାଏର କଲେ ବିଲକିସ ବାନୋ
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ବିଲକିସ ବାନୋ ମାମଲା । ଗୁଜରାଟ ଦଙ୍ଗାବେଳେ ଗ୍ୟାଙ୍ଗ ରେପ ସହ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିବା ୧୧ ଜଣ ଲୋକଙ୍କୁ…
Read More » -
ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଓଡ଼ିଆ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅଧିନ ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । ସୁର୍ଜିତ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ…
Read More » -
ଖୁବ୍ଶୀଘ୍ର ମଧ୍ୟପ୍ରଦେଶରେ ଲାଗୁ ହେବ ଏକକ ନାଗରିକ ସଂହିତା ନିୟମ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ
ଭୋପାଳ: ଆସାମ, ଗୁଜୁରାଟ ପରେ ଏବେ ମଧ୍ୟପ୍ରଦେଶରେ ଲାଗୁ ହୋଇପାରେ ଏକକ ନାଗରିକ ସଂହିତା ନିୟମ। ଏନେଇ ରାଜ୍ୟ ସରକାର ଖୁବ୍ଶୀଘ୍ର ଏକ କମିଟି ଗଠନ କରିବେ…
Read More » -
ପ୍ରଣୟ-ରାଧିକା ରାୟ ବୋର୍ଡ ଛାଡିବା ପରେ ଏନଡିଟିଭିରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର
ନୂଆଦିଲ୍ଲୀ: ଏନଡିଟିଭିରୁ ଇସ୍ତଫା ଦେବା ପ୍ରକ୍ରିୟା ଜାରି ରହିଛି। ପ୍ରଣୟ ରାୟ ଏବଂ ତାଙ୍କ ପତ୍ନୀ ମିଡିଆ ହାଉସକୁ ବିଦାୟ ଦେଇଥିଲେ। ଏହାପରେ ଚ୍ୟାନେଲର ବରିଷ୍ଠ ସାମ୍ବାଦିକ…
Read More » -
ସିଙ୍ଗର୍ ଦଲେର ମେହେନ୍ଦୀଙ୍କ ଗୁରୁଗ୍ରାମରେ ଥିବା ୩ଟି ଫାର୍ମହାଉସ୍ ସିଲ୍
ଗୁରୁଗ୍ରାମ : ସିଙ୍ଗର୍ ଦଲେର୍ ମେହେନ୍ଦୀଙ୍କ ୩ଟି ଫାର୍ମହାଉସ ସିଲ୍ । ଗୁରୁଗ୍ରାମରେ ଦମଦମା ଝରଣା ଜମିରେ ହୋଇଥିଲା ଏହି ଫାର୍ମହାଉସ । ଯାହା ୧.୫ ଏକରରେ…
Read More » -
ଅନୁପମ ଖେରଙ୍କୁ ଭେଟି କ୍ଷମା ମାଗିଲେ ଇସ୍ରାଏଲ ରାଷ୍ଟ୍ରଦୂତ, କହିଲେ- ‘ଦ କଶ୍ମୀର ଫାଇଲ୍ସ’ ଅପପ୍ରଚାର ନୁହେଁ ଏବଂ ଏକ ମଜଭୁତ ଫିଲ୍ମ
ନୂଆଦିଲ୍ଲୀ: ଫିଲ୍ମ କାଶ୍ମୀର ଫାଇଲ୍ସକୁ ନେଇ ଇସ୍ରାଏଲି ଫିଲ୍ମ ନିର୍ମାତା ନଦବ ଲାପିଦଙ୍କ ଟିପ୍ପଣୀଙ୍କ ପରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ଧରୁ ନାହିଁ ।…
Read More » -
୨୦୨୩ରେ କଶ୍ମୀରରେ ହେବ G-20 ବୈଠକର ଆୟୋଜନ
ନୂଆଦିଲ୍ଲୀ: ଭାରତ G-20 ସମୂହର ଅଧ୍ୟକ୍ଷତା କରିବ । ଡିସେମ୍ବର ୧ରେ ଔପଚାରିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିବ ଭାରତ । ଗୋଟିଏ ବର୍ଷ ପାଇଁ…
Read More »