ଦେଶ
-
ଭାରତୀୟ ନୌସେନାର ମହିଳା କମାଣ୍ଡର ଗ୍ରୁପ୍ କଲେ ରେକର୍ଡ
ଭାରତୀୟ ନୌସେନାର ପୋରବନ୍ଦର ନାଭାଲ ଏନକ୍ଲେଭର ଆଇଏନଏସ-୩୧୪ ରେ କାର୍ଯ୍ୟରତ ପାଞ୍ଚ ଜଣ ମହିଳା ଅଧିକାରୀ ବୁଧବାର ଏକ ରେକର୍ଡ ରଚିଛନ୍ତି । ଉତ୍ତର ଆରବ ସାଗରରେ…
Read More » -
ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ମଲ୍ଲିକାର୍ଜୁନ ଖାଡଗେଙ୍କୁ ଜେରା କଲା ଇଡି
ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡି ଅଧିକାରୀମାନେ ୟଙ୍ଗ ଇଣ୍ଡିଆରେ ହୋଇଥିବା କାରବାର ସମ୍ପର୍କରେ କଂଗ୍ରେସ ସାଂସଦ ମଲ୍ଲିକାର୍ଜୁନ ଖାଡଗେଙ୍କୁ ପ୍ରାୟ ସାତ ଘଣ୍ଟା ଧରି ଜେରା…
Read More » -
ଅଗଷ୍ଟ ୧୫ରେ ଉତ୍ତର ପ୍ରଦେଶର ୭୫୦୦ ଅମୃତ ସରୋବରରେ ଉଡିବ ତ୍ରିରଙ୍ଗା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି ସ୍ୱାଧିନତା ଦିବସର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୫ ଅଗଷ୍ଟରେ ରାଜ୍ୟର ୭୫୦୦ ଅମୃତ…
Read More » -
ହରିଦ୍ୱାର ଜେଲରେ ୭୦ କଏଦୀ କରୋନା ପଜିଟିଭ୍, ଆସିନି ଆହୁରି ୩୦୦ ଜଣଙ୍କ ରିପୋର୍ଟ
ହରିଦ୍ୱାର: ହରିଦ୍ୱାର ଜିଲ୍ଲା ଜେଲରେ କରୋନା ବିସ୍ଫୋରଣ । ଜେଲରେ ୭୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟା ଆହୁରି ବଢିପାରେ ।…
Read More » -
ସୁରେଶ ଏନ୍. ପଟେଲ ନୂଆ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର
ନୂଆଦିଲ୍ଲୀ: ଭିଜିଲାନ୍ସ କମିଶନର ସୁରେଶ ଏନ୍. ପଟେଲ ବୁଧବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ…
Read More » -
ଦିଲ୍ଲୀରୁ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଦିଲ୍ଲୀ: ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ। ସେ ମହିଳା ବୋଲି ଜଣାପଡିଛି । ଏହାକୁ ମିଶାଇ ଦେଶରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ୯କୁ…
Read More » -
ଅଗଷ୍ଟ ୫ରୁ ୧୫ ଦେଶର ସମସ୍ତ ଐତିହ୍ୟ ସ୍ମାରକୀରେ ପ୍ରବେଶ ଶୁଳ୍କ ମାଗଣା
ନୂଆଦିଲ୍ଲୀ: ଦେଶର ଐତିହ୍ୟ ସ୍ମାରକୀଗୁଡିକରେ ଆସନ୍ତା ୧୦ ଦିନ ପାଇଁ ପ୍ରବେଶ ଶୁଳ୍କ ଆଦାୟ କରାଯିବ ନାହିଁ। ବୁଧବାର ଭାରତ ସରକାରଙ୍କ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।…
Read More » -
୩୪୮ ମୋବାଇଲ୍ ଆପ୍ ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର, ଦେଶ ବାହାରକୁ ପଠାଯାଉଥିଲା ତଥ୍ୟ
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦ ଆଶଙ୍କା ସୃଷ୍ଟି କରିଥିବା ୩୪୮ ଆପ୍ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି। ଏହିସବୁ ଆପ୍ ଚୀନ ଏବଂ ଅନ୍ୟ ଦେଶ…
Read More » -
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶା ବିଧାୟକ
ନୂଆଦିଲ୍ଲୀ: ଓଡ଼ିଶାର ୨୪ ଜଣ ବିଧାୟକ ବୁଧବାର ରାଷ୍ଟ୍ରପତି ଭବନରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସବୁ ଦଳର ବିଧାୟକ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ରାଷ୍ଟ୍ରପତିଙ୍କୁ…
Read More » -
୮୧ ଚୀନୀ ନାଗରିକଙ୍କୁ ଭାରତ ଛାଡ଼ିବାକୁ ନୋଟିସ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେସନରେ ଲୋକସଭାରେ ଭାରତକୁ ଆସିଥିବା ଚୀନୀ ନାଗରିକଙ୍କୁ ନେଇ ଲୋକସଭାରେ ସରକାର ଏକ ବଡ଼ ସୂଚନା ପ୍ରଦାନ କରିଛନ୍ତି । ଗତ ୨…
Read More »