ଓଡ଼ିଶା
-
ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଫୁ ମଲ୍ଲିକ
ଭୁବନେଶ୍ବର: ନିଟ୍ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର…
Read More » -
ଆଜି ମଧ୍ୟରାତିରେ ଚେନ୍ନାଇ ନିକଟରେ ଉପକୂଳ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ମାଣ୍ଡୋସ୍’
ଭୁବନେଶ୍ୱର: ବାତ୍ୟା ପାଇଁ ଦାନା ବାନ୍ଧୁଛି ସାମୁଦ୍ରିକ ଝଡ଼ ‘ମାଣ୍ଡୋସ୍’। ଭୀଷଣ ବାତ୍ୟାର ରୂପ ନେବା ପରେ ତାମିଲନାଡୁର ମାମଲ୍ଲାପୁରମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ ମାଣ୍ଡୋସ ।…
Read More » -
ଛେଳିଙ୍କ କୃତ୍ରିମ ପ୍ରଜନନ ଦ୍ୱାରା ସଂଖ୍ୟା ବୃଦ୍ଧି କରିବେ ରାଜ୍ୟ ସରକାର
ଭୁବନେଶ୍ୱର: ଛେଳି ହେଉଛି ଗ୍ରାମାଞ୍ଚଳ ଲୋକଙ୍କ ଏଟିଏମ । ଜରୁରୀ ଆବଶ୍ୟକତା ସମୟରେ ସେମାନେ ଛେଳି ବିକି ତୁରନ୍ତ ଅର୍ଥ ପାଇଥାନ୍ତି । ଏକଥା କହିଛନ୍ତି ମତ୍ସ୍ୟ…
Read More » -
ପଦ୍ମପୁର ପରାଜୟକୁ ନେଇ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ
ଭୁବନେଶ୍ୱର: ଧାମନଗର ଭଳି ପଦ୍ମପୁରରେ କଂଗ୍ରେସ ଅମାନତ ହରାଇଲା । ଯାହାକୁ ନେଇ କଟକ-ଚୌଦ୍ୱାର କଂଗ୍ରେସ ବିଧାୟକ ଦଳୀୟ ଶୀର୍ଷ ନେତାଙ୍କୁ ସମାଲୋଚନା କରିଛନ୍ତି । ପଦ୍ମପୁର ଉପନିର୍ବାଚନରେ…
Read More » -
ପୁଣି ତଦନ୍ତ ପରିସରକୁ ଆସିବେ ହକି ତାରକା ବିରେନ୍ଦ୍ର ଲାକ୍ରା: ତଦନ୍ତରେ ଅନିୟମିତତା ପାଇଁ ଆଇଆଇସିଙ୍କୁ ଭର୍ତ୍ସନା କଲେ ହାଇକୋର୍ଟ
କଟକ: ଭୁବନେଶ୍ୱର ଆୟୁଷ ରେଡିୟମ୍ ଫ୍ଲାଟରେ ଆନନ୍ଦ ଟପ୍ପୋ ମୃତ୍ୟୁ ଘଟଣାରେ ହାଇକୋର୍ଟ ଇନଫୋସିଟି ଥାନା ଅଧିକାରୀଙ୍କୁ ଭର୍ତ୍ସନା କରିଛନ୍ତି । ତଦନ୍ତରେ ଅନିୟମିତତା ପାଇଁ ଇନଫୋସିଟି ଥାନା…
Read More » -
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଉ ୧୭ ଦିନ ବାକି ଥିବା ବେଳେ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ
ବରଗଡ଼: ଚାଲିଗଲେ ବଳରାମ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୧୭ ଦିନ ପୂର୍ବରୁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା ଶ୍ରେୟସଙ୍କ ମୃତ୍ୟୁ ହୋଇଛି । ଧନୁଯାତ୍ରାରେ ବଳରାମ…
Read More » -
ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଜିଆଇ ଟ୍ୟାଗ୍ ମାନ୍ୟତା
ନୟାଗଡ଼: ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। ଭୁବନେଶ୍ୱରର ଏସ୍ଏସ୍ଟି ରିସର୍ଚ୍ଚ ସେଣ୍ଟରରେ…
Read More » -
ଜାନୁଆରୀ ପହିଲାରୁ କଲେଜରେ ଆରମ୍ଭ ହେବ ସାଇବର ଟ୍ରେନିଂ: କମିଶନରେଟ୍ ପୋଲିସ ପକ୍ଷରୁ ନୂଆ ପଦକ୍ଷେପ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ସାଇବର କ୍ରାଇମ୍ ବହୁଳ ମାତ୍ରାରେ ବଢ଼ିବାରେ ଲାଗିଛି । ଏହାକୁ ରୋକିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଏକ ନୂଆ ପଦକ୍ଷେପ…
Read More » -
ଧାମରାରେ ଜମି ମାଫିଆଙ୍କ କବଜାରୁ ସରକାରୀ ଖାତାକୁ ଫେରିଲା ୪ଏକର ଜମି, ତହସିଲଦାରଙ୍କୁ ପ୍ରଶଂସା
ଧାମରା: ପୁଣି ଚର୍ଚ୍ଚାରେ ଚାନ୍ଦବାଲି ତହସିଲଦାର, ସୁଶାନ୍ତ ସୂତାର। ଗୋଟିଏ ପାର୍ଶ୍ବରେ ସାଧାରଣ ଜନତା ତହସିଲଦାରଙ୍କୁ ପ୍ରଶଂସା କରୁଥିବା ବେଳେ ଜମି ଦଲାଲ ଏବଂ ରାଜନୈତିକ ନେତୃବୃନ୍ଦଙ୍କ…
Read More » -
ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ସମସ୍ତ ପ୍ରତିଶୃତି ପୁରଣ କରାଯିବ
ଭୁବନେଶ୍ୱର: ପଦ୍ମପୁର ଉପନିର୍ବାନରେ ବିଶାଳ ବିଜୟ ପରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ନିର୍ବାଚନ ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶୃତିକୁ ପୁରଣ କରାଯିବ ବୋଲି…
Read More »