ଓଡ଼ିଶା
-
ଗୁରୁବାର ସରିବ କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା, ଗୋଟିଏ ଦିନ ବଢ଼ିଲା
କଟକ : ଗୋଟିଏ ଦିନ ବଢ଼ିଲା ଐତିହାସିକ ବାଲିଯାତ୍ରା । ବୁଧବାର ଶେଷ ହେବାର ଥିଲା ଗୁରୁବାର ସରିବ ବାଲିଯାତ୍ରା । ଏନେଇ ସୂଚନା ଦେଲେ କଟକ…
Read More » -
ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ: ୧୫ରୁ ୩୫ ବର୍ଷ ବୟସର ନିରକ୍ଷରମାନେ ପୁଣି ପଢ଼ିବାର ସୁଯୋଗ ପାଇବେ
ଭୁବନେଶ୍ୱର: ରାଜ୍ୟର ୧୫ରୁ ୩୫ ବର୍ଷ ବୟସର ନିରକ୍ଷରମାନେ ପୁଣି ପଢ଼ିବାର ସୁଯୋଗ ପାଇବେ । ରାଜ୍ୟର ୭ଟି ଜିଲ୍ଲାରେ ଆରମ୍ଭ ହେବ କେନ୍ଦ୍ର ସରକାରଙ୍କ ନବ…
Read More » -
ଓଡିଶାର ୭ଟି ସହରରେ ବାୟୁର ମାନ ବର୍ତ୍ତମାନ ଖରାପ ସ୍ଥିତିରେ
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାର ଲାଗିଛି। ଫଳରେ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଗମ୍ଭିର ରହିଛି । ତେବେ କେବଳ…
Read More » -
ଖସୁଛି ପାରଦ, ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅନୁଭୂତ
ଭୁବନେଶ୍ୱର: ଖସୁଛି ପାରଦ। ଆଭ୍ୟନ୍ତରୀଣ ଓଡ଼ିଶାରେ ଅନୁଭୂତ ହେଉଛି ଶୀତ । ରାଜ୍ୟର ୧୪ଟି ସ୍ଥାନରେ ପାରଦ ୧୫ ଡ଼ିଗ୍ରୀ ତଳେ ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ…
Read More » -
ଓଡ଼ିଶା ହାଇକୋର୍ଟର ଆନ୍ଦୋଳନରତ ଆଇନଜୀବୀଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍
ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ଛାଟ। ଆନ୍ଦୋଳନକୁ ବନ୍ଦ କରି ବୁଧବାରଠାରୁ କାର୍ଯ୍ୟାରମ୍ଭ କରିବାକୁ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଏପରି ନକରିଥିବା ଆଇନଜୀବୀଙ୍କ ବିରୋଧରେ ଅଦାଲତ…
Read More » -
ଚଳିତ ବର୍ଷରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଦେବେ ଦକ୍ଷତା ପରୀକ୍ଷା – ଗଣଶିକ୍ଷା ବିଭାଗ
ଭୁବନେଶ୍ୱର: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ଜାରି ରହିଥିବା କରୋନା ମହାମାରୀ ପାଇଁ ରାଜ୍ୟର ବହୁ ଧନ ଜୀବନ ନଷ୍ଟ ହୋଇଥିଲା । ବିଶେଷ କରି…
Read More » -
ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି-ଝରତରଭା ରେଳଲାଇନ ନିର୍ମାଣ କାର୍ଯ୍ୟ ଶେଷ
ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ…
Read More » -
ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ଜଳିଗଲା
କେନ୍ଦ୍ରାପଡ଼ା: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇ ଯାଇଛି । କେନ୍ଦ୍ରାପଡ଼ା…
Read More » -
ପ୍ରଥମାଷ୍ଟମୀରେ ଶ୍ରୀମାଧବଜିଉଙ୍କ ପୀଠରୁ ଶ୍ରୀକ୍ଷେତ୍ର ଯିବ ପୋଢୁଆଁ ଭାର
ଭୁବନେଶ୍ୱର: ନଭେମ୍ବର ୧୬ ତାରିଖ ୨୦୨୨ ମାନେ ଆସନ୍ତା ବୁଧବାର ମାର୍ଗଶୀର ଅଷ୍ଟମୀ ତିଥିରେ କାଳିଆର ପୋଢୁଆଁ । ଏନେଇ ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର…
Read More » -
ଆଜି ଶିଶୁ ଦିବସ: ଚାଚା ନେହେରୁଙ୍କ ଜନ୍ମତିଥୀରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ଆଜିର ଶିଶୁ ହେଉଛନ୍ତି ଆସନ୍ତା କାଲିର ନାଗରିକ। ଦେଶର ଭବିଷ୍ୟତ ହେଉଛନ୍ତି ଆଜିର ଛୋଟ ଶିଶୁ। ଆମ ଦେଶରେ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ…
Read More »