ବିଦେଶ
-
ଦୁଇ ଦିନିଆ ଭାରତ ଗସ୍ତରେ ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ
ନୂଆଦିଲ୍ଲୀ: ଜାପାନର ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ସୋମବାର ଦୁଇ ଦିନିଆ ଗସ୍ତରେ ଆସି ଭାରତରେ ପହଞ୍ଚିଛନ୍ତି। ଦିଲ୍ଲୀର ବିମାନବନ୍ଦରରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କିଶିଦାଙ୍କୁ ସ୍ୱାଗତ…
Read More » -
ଲଣ୍ଡନରେ ଥିବା ଭରାତୀୟ ହାଇ କମିଶନ ଅଫିସ୍ରେ ଖଲିସ୍ତାନୀ ଆକ୍ରମଣ
ନୂଆଦିଲ୍ଲୀ: ବ୍ରିଟେନ୍ ଉପରେ ଅସନ୍ତୋଷ ପ୍ରକାଶ କଲା ଭାରତ। ଲଣ୍ଡନରେ ଥିବା ଭରାତୀୟ ଉଚ୍ଚ ଆୟୋଗ କାର୍ଯ୍ୟାଳୟ ଉପରେ ଆକ୍ରମଣ କରି ଖିଲିସ୍ତାନୀ ଉଗ୍ରବାଦୀମାନେ କାର୍ଯ୍ୟାଳୟରୁ ତ୍ରିରଙ୍ଗା…
Read More » -
ଦକ୍ଷିଣ ଆମେରିକୀୟ ଦେଶ ଇକୁଆଡରରେ ଭୂକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୬.୮
ନୂଆଦିଲ୍ଲୀ: ଦକ୍ଷିଣ ଆମେରିକୀୟ ଦେଶ ଇକୁଆଡର ଓ ଉତ୍ତର ପେରୁରେ ଶକ୍ତିଶାଳୀ ଭୂମିକମ୍ପରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଶନିବାର ଏଠାରେ ୬.୮ ତୀବ୍ରତାର ଭୂମିକମ୍ପ ଝଟ୍କା…
Read More » -
ବାଂଲାଦେଶରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ୧୬ ମୃତ, ୩୦ ଆହତ
ଢାକା: ବାଂଲାଦେଶର ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ମଦିରାପୁର ଶିବଚର ଉପଜିଲ୍ଲାର କୁତୁବପୁର ଅଞ୍ଚଳରେ ଏହି ସଡ଼କ ଦୁର୍ଘଟଣା ଘଟିଛି।…
Read More » -
ଋଷର ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି କଲେ ଅନ୍ତର୍ଜାତୀୟ ଅପରାଧିକ ନ୍ୟାୟାଳୟ
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବର୍ଷେରୁ ଅଧିକ ସମୟ ଧରି ଚାଲିଛି। ଦୁଇ ଦେଶ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଏହି ସମୟରେ, ୟୁକ୍ରେନରେ…
Read More » -
ଆସନ୍ତା ସପ୍ତାହ ଋଷ ଗସ୍ତରେ ଯିବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ
ବେଜିଙ୍ଗ: ଆସନ୍ତା ସପ୍ତାହରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଋଷ ଗସ୍ତରେ ଯିବେ। ଆଉ ତାଙ୍କର ମସ୍କୋ ଗସ୍ତକୁ ନେଇ ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ…
Read More » -
ନିୟୁ ଟାୱାର୍ ଅଫ୍ ଲଣ୍ଡନ୍ରେ ପ୍ରଦର୍ଶିତ ହେବ କୋହିନୂର ହୀରା
ଲଣ୍ଡନ୍: ସର୍ବସାଧାରଣଙ୍କ ନିମନ୍ତେ ମେ’ ମାସରେ ଉନ୍ମୁକ୍ତ ହେବାକୁ ଥିବା ‘ଟାୱାର୍ ଅଫ୍ ଲଣ୍ଡନ୍’ରେ ବ୍ରିଟେନ୍ ରାଜାଙ୍କ ରତ୍ନର ନୂତନ ପ୍ରଦର୍ଶନରେ ‘ବିଜୟର ପ୍ରତୀକ’ ଭାବେ ‘କୋହିନୂର୍’…
Read More » -
ନକଲି ଡକ୍ୟୁମେଣ୍ଟ ଯୋଗୁ ୭୦୦ଜଣ ଭାରତୀୟ ଛାତ୍ରଙ୍କୁ ସ୍ୱଦେଶ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଲେ କାନାଡା ସରକାର
ନୂଆଦିଲ୍ଲୀ: କାନାଡା ସରକାର ଭାରତର ୭୦୦ ଛାତ୍ରଙ୍କୁ ସ୍ୱଦେଶ ଫେରିଯିବା ପାଇଁ କହିଛନ୍ତି । କାନାଡିଆନ ବର୍ଡର ସିକ୍ୟୁରିଟି ଫୋର୍ସ ଏଜେନ୍ସି ଏହି ସମସ୍ତ ଛାତ୍ରଙ୍କ ବିରୋଧରେ…
Read More » -
ନ୍ୟୁଜିଲାଣ୍ଡରେ ଭୂକମ୍ପ: ସୁନାମୀ ସତର୍କ ସୂଚନା ଜାରି
ୱେଲିଂଟନ: ତୁର୍କୀ ପରେ ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ। ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା କର୍ମାଡେକ୍ ଦ୍ୱୀପରେ ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା…
Read More » -
ଚାଇନାରେ ଭୂକମ୍ପ: ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୭
ବେଜିଂ,୧୫।୩: ଭୂକମ୍ପରେ ଥରିଲା ଚାଇନା। ହୋଟାନ୍ର ଦକ୍ଷିଣ-ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଥିବା ବେଳେ ଗଭୀରତା ୧୭…
Read More »