ଉଜ୍ଜ୍ୱଳା ଯୋଜନାର ସିଲିଣ୍ଡର ଥରେ ବି ରିଫିଲ କରିନାହାନ୍ତି ୪.୧୩ କୋଟି ହିତାଧିକାରୀ

ନୂଆଦିଲ୍ଲୀ: ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ର ୪.୧୩ କୋଟି ହିତାଧିକାରୀ ଥରେ ବି ସିଲିଣ୍ଡର ରିଫିଲ କରିନାହାନ୍ତି। ସେହିପରି ୭.୬୭ କୋଟି ହିତାଧିକାରୀ ଥରେ ଲେଖାଏଁ ସେମାନଙ୍କ ସିଲିଣ୍ଡର ରିଫିଲ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଜବାବରେ ଏହି ଉତ୍ତର ରଖିଛନ୍ତି। ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏ ସମ୍ପର୍କରେ  ଏକ ଲିଖିତ ପ୍ରଶ୍ନ ରଖିଥିଲେ।

Related Articles

Back to top button