ଆସନ୍ତାକାଲି ଖୋଲିବ ରାଷ୍ଟ୍ରପତି ଭବନସ୍ଥିତ ଅମୃତ ଉଦ୍ୟାନ

ରାଷ୍ଟ୍ରପତି ଭବନସ୍ଥିତ ମୋଗଲ୍ ବଗିଚା ତଥା ଅମୃତ ଉଦ୍ୟାନ ଭାବରେ ଜଣାଶୁଣା ବଗିଚା ୨ ଫେବୃଆରୀ ୨୦୨୪ ରୁ ସର୍ବସାଧାରଣ ପରିଦର୍ଶକଙ୍କ ପାଇଁ ଖୋଲିବାକୁ ଯାଉଛି । ଏଥି ପାଇଁ ଆଗୁଆ ଅନଲାଇନ ବୁକିଂ କରିବାକୁ ପଡିବ।

Related Articles

Back to top button