ଆସନ୍ତା କାଲି ସିବିଏସଇ ଦ୍ୱାଦଶ ରେଜଲ୍ଟ
ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ବୋର୍ଡ ରେଜଲ୍ଟ। ଗୁରୁବାର ଦିନ ସାଢେ ୧୨ଟାରେ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇବ । www.cbse.nic.in ରେ ରେଜଲ୍ଟ ଉପଲବ୍ଧ ହେବ।