ଗଣେଶ ପୂଜା ପେଣ୍ଡାଲରେ ହନୁମାନ ବେଶ ଧାରୀ କଳାକାରଙ୍କ ମୃତ୍ୟୁ

ଲକ୍ଷ୍ନୌ: ଗଣେଶ ଚତୁର୍ଥୀ ଅବସରରେ ଉତ୍ତରପ୍ରଦେଶର ମୈନପୁରରେ ଶନିବାର ସନ୍ଧ୍ୟାରେ ଭଜନ ପରିବେଷଣ କରାଯାଉଥିଲା। ଭଜନ ଦଳ ସହ ରବି ଶର୍ମା (୩୫) ନାମକ ବ୍ୟକ୍ତି ଆସିଥିଲେ। ଭଜନ ପରିବେଷଣ ବେଳେ ସେ ଗଣେଶ ପେଣ୍ଡାଲରେ ହନୁମାନ ବେଶ ଧାରଣ କରି ନୃତ୍ୟ ପ୍ରଦର୍ଶନ କରୁଥିଲେ। ନୃତ୍ୟ କରୁଥିବାବେଳେ ସେ ହଠାତ୍‌ ସଂଜ୍ଞାହୀନ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।

Related Articles

Back to top button