ଚେନ୍ନାଇରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ

ଭାରତରେ ଡ୍ରୋନ୍ ଉତ୍ପାଦନ କରିବ ଗୁଗଲ। ଗୁଗଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ ତାମିଲନାଡୁର ଏହାର ସହାୟକ କମ୍ପାନୀ ୱିଙ୍ଗ୍ ଏଲଏଲସି ମାଧ୍ୟମରେ ଡ୍ରୋନ୍ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ଭାରତରେ ଏହାର ଫ୍ଲାଗସିପ୍ ପିକ୍ସେଲ ୮ ସ୍ମାର୍ଟଫୋନ୍ ଉତ୍ପାଦନ ପାଇଁ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନକାରୀ ଡିକ୍ସନ୍ ଟେକ୍ନୋଲୋଜି ସହ ଗୁଗୁଲର ସହଭାଗୀତା ମଧ୍ୟରେ ଡ୍ରୋନ୍ ଉତ୍ପାଦନ ନେଇ ଘୋଷଣା କରିଛି କମ୍ପାନୀ।

Related Articles

Back to top button