ଯବାନଙ୍କ ସହ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ

ଛତିଶଗଡ଼ ନାରାୟଣପୁର-ଦାନ୍ତେଓ୍ଵାଡା ସୀମାନ୍ତ ଅଞ୍ଚଳରେ ଜିଲ୍ଲା ରିଜର୍ଭ ଗ୍ରୁପ୍ ଯବାନଙ୍କ ସହ ଏନକାଉଣ୍ଟରରେ ୫ ଜଣ ନକ୍ସଲ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀ ମାନେ ସମ୍ପୃକ୍ତ ଅଂଚଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ତଲାସୀ ଅଭିଯାନ ଜାରି ରହିଥିବା ନାରାୟଣପୁର ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର କହିଛନ୍ତି।

Related Articles

Back to top button