ମିଥ୍ୟା ଖବର ପ୍ରଚାର ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ୭ ନ୍ୟୁଜ୍‌ ପୋର୍ଟାଲ ବ୍ୟାନ୍‌

ଜମ୍ମୁ: ଜମ୍ମୁ-କାଶ୍ମୀରରେ ମିଥ୍ୟା ଖବର ମାଧ୍ୟମରେ ଅପପ୍ରଚାର କରିବା ମାମଲାରେ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ରାମବନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ପ୍ରଶାସନ ପକ୍ଷରୁ ୭ଟି ନ୍ୟୁଜ୍‌ ପୋର୍ଟାଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅଭିଯୋଗ ହୋଇଛି ଯେ, ଏହି ନ୍ୟୁଜ ପୋର୍ଟାଲଗୁଡ଼ିକ ମିଥ୍ୟା ଖବର ପ୍ରଚାର କରୁଥିଲେ। କେବଳ ଏତିକି ନୁହେଁ, ମିଥ୍ୟା ଖବର ମାଧ୍ୟମରେ ସରକାରଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଷଡଯନ୍ତ୍ର କରାଯାଉଥିଲା।

Related Articles

Back to top button