
ଭାରତର ଟପ୍ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭାରତର ଟପ୍ ଗେମର୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅନିମେଷ ଅଗ୍ରୱାଲ, ନମନ ମାଥୁର ଏବଂ ପାୟଲ ଧାରେଙ୍କ ଭଳି ଟପ୍ ଗେମର୍ସଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ସହ ଭର୍ଚ୍ଚୁଆଲ ମୋଡର ସେମାନଙ୍କର ବଡ ଭୂମିକା ଥିବା କହିଲେ ମୋଦୀ । ଏହି ସାକ୍ଷାତ ପରେ ନିର୍ବାଚନ ପ୍ରଚାର ପାଇଁ ଗେମର୍ସଙ୍କ ସହାୟତା ନେବା ନେଇ ଚର୍ଚ୍ଚା ହେଉଛି ।