ବଢିଲା କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷା

ବଢିଲା କିଙ୍ଗ ଖାନ ଶାହରୁଖଙ୍କ ସୁରକ୍ଷା । ମନ୍ନତରେ ସୁରକ୍ଷା ବ୍ୟାପକ । କିଙ୍ଗ ଖାନଙ୍କୁ ମିଳିବ Y+ ପ୍ଲସ ସୁରକ୍ଷା । ପଠାନ ଓ ଜଓ୍ବାନ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କୁ ହତ୍ୟା ଧମକ ମିଳୁଥିବା ଅଭିଯୋଗ କରିଥିଲେ ।

ସୋସିଆଲ ମିଡିଆରେ ଶାହରୁଖଙ୍କୁ ଆସୁଥିଲା ହତ୍ୟା ଧମକ। ଶାହରୁଖଙ୍କୁ ହତ୍ୟା ଧମକ ମିଳିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଶାହରୁଖଙ୍କ ଅପକମିଂ ଫିଲ୍ମ ଡଙ୍କି ରିଲିଜ୍ ହେବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ହୀରାନି ।

Related Articles

Back to top button