ନୋଏଡ଼ାରେ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ି ୫ମୃତ, ଅନେକ ଆହତ

ନୂଆଦିଲ୍ଲୀ:  ନୋଏଡାରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ସେକ୍ଟର ୨୫ ଅଞ୍ଚଳରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡ଼ିପଡ଼ିବା ଫଳରେ ୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଏଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଥିବା ଅନୁମାନ କରାଯାଉଛି। କିଛି ଲୋକଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ  ଲୋକଙ୍କୁ ଉଦ୍ଧାର କରୁଛନ୍ତି।

 

Related Articles

Back to top button