ଦିତୀୟ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା ରଥକାଠ

ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୁରୀ । ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ ରଥ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ରଥଖଳାରେ ଆସି ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ୨୩ ଫୁଟିଆ ଅସନ, ୪୦ ଫୁଟିଆ ଧଉରା ରଥଖଳାରେ ପହଂଚିଛି । ନୟାଗଡ଼ ମହିପୁର ଅଂଚଳରୁ ଆସିଛି ୨୫ଟି ରଥକାଠ । ରଥର ଗୟଳ, ଅଖ ଓ ଦଣ୍ଡା କାର୍ଯ୍ୟରେ ଲାଗିବ ରଥକାଠ ।

Related Articles

Back to top button